19/06/2026
Re-NEET(UG) Examination-2026 ପରୀକ୍ଷାର୍ଥୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୋଇ ସହଜରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିପାରିବେ, ସେଥିପାଇଁ ଓଡ଼ିଶା ସରକାରଙ୍କ ତରଫରୁ ଆସନ୍ତା ୨୧.୦୬.୨୦୨୬ ରିଖ ଦିନ ସମସ୍ତ ପରୀକ୍ଷାର୍ଥୀଙ୍କ ପାଇଁ ମାଗଣା ବସ୍ ସେବାର ବ୍ୟବସ୍ଥା କରାଯାଇଛି। ପରୀକ୍ଷାର୍ଥୀମାନେ ନିଜ ନିଜ ବ୍ଲକ୍ ମୁଖ୍ୟାଳୟରୁ ବସ୍ ଛାଡ଼ିବାର ସମୟ ସୂଚୀ ଦେଖିପାରିବେ।