24Gkworld

24Gkworld NewsFast

Today offer Rs 50 only Learn and earn money Stay home and earn money15000/- to 20000/- per month
09/12/2021

Today offer Rs 50 only
Learn and earn money
Stay home and earn money
15000/- to 20000/- per month

Make money online

All GK shorts available hear
30/11/2021

All GK shorts available hear




01/12/2020

ଅବୁଝା ପ୍ରେମିକା

ମୋର ଦଶମ ଶ୍ରେଣୀ ଛାତ୍ର ଜୀବନର ଶେଷ ପର୍ଯ୍ୟାୟରେ ପହଞ୍ଚିଛି।କମଦିନ ମଧ୍ୟ ରେ ମୋର ରେଜଲ୍ଟ ଆସିବାର ଅଛି ଭଗବାନଙ୍କ ଦୟାରୁ ମୋର ଭଲ ରେଜଲ୍ଟ ଆସିଲ। ।ଘରେ ମୋର ସମସ୍ତେ ଖୁସି ଆଖିରେ ଅସୁମାରି ସ୍ବପ୍ନ ସେହି ସମୟରେ ନବମ ଶ୍ରେଣୀ ଛାତ୍ରୀ ଖୁସୀ ସହ ମୋର ପ୍ରଥମ ଦେଖା ହେଲା।

ତା ସହ ପ୍ରଥମ ଦେଖା ରୁ କେମିତି କେଜାଣି ନିଜର ନିଜର ଲାଗିବାକୁ ଲାଗିଲା। ଖୁସୀ ର ଛୋଟ ବୟସ ଆଉ ନୀରବ ଚାହାଣୀ ଭିତରେ ମୁଁ ନିଜକୁ ଭୁଲିଯାଉଥାଏ। ଖୁସୀ ଘର ଆମ ଘର ଠାରୁ ବହୁତ ଦୂର ସେ ଦୁଇ ତିନି ମାସରେ ଥରେ ଆସେ । ମୁଁ ‌ତାର ସେଇ ବାଟକୁ ଚାହିଁ ରହୁଥିଲି ସେ କିନ୍ତୁ ମୋ ପ୍ରେମ ର ଆଭାସ ପାଇନଥିଲା । ବହୁତ ଚେଷ୍ଟା କରୁଥିଲି ସେ ମୋର ଭଲପାଇବା ବିଷୟରେ ଜାଣିବା ଆବଶ୍ୟକ ଏଥିମଧ୍ୟରେ ତା'ର ଦଶମ ଶ୍ରେଣୀ ହେଇଗଲାଣି ।

ଥରେ ଖୁସୀ ତା'ର ସଂପର୍କୀୟ ଘରକୁ ଆସିଥାଏ ମୁଁ ତାକୁ କହିଲି ତମେ ଆମକୁ କଲ ବି କରୁନଥିଲ ।ସେ କହିଲା ତମ ମୋବାଇଲ ନମ୍ବର ନାହିଁ ଦିଅ ମୁଁ ତାକୁ ମୋ ମୋବାଇଲ ନମ୍ବର ଟି ଦେଇଦେଲି ଆଉ ଖୁସୀ ନମ୍ବର ରଖିଥିଲି । ମନେ ମନେ ଭାବୁଥିଲି ଏଥର ମୋର ଭଲପାଇବା ବିଷୟରେ ତାକୁ ଜଣାଇଦେବି। ଏମିତି ବହୁତ ଦିନ ବିତିଗଲା।

ଆସ୍ତେ ଆସ୍ତେ ଆମେ ଦୁହେଁ ଭଲପାଇବା ବନ୍ଧନରେ କେବେ ବାନ୍ଧି ହୋଇଗଲୁ ଜାଣି ପାରିଲୁ ନାହିଁ। ସବୁ ଦିନ ଆମେ ମୋବାଇଲ ରେ କଥା ବାର୍ତ୍ତା ହୋଇଥାଉ। ଏମିତି ବି ସମୟ ଆସିଲା ଯେ ସକାଳ ଆରମ୍ଭ ଆଉ ଶେଷ ପ୍ରତିକ୍ଷଣ ଦୁହେଁ ଦୁହିଁଙ୍କୁ କଥା ନହେଇ ରହିପାରୁନଥିଲୁ। ମୁଁ ତା ପାଖରେ ନଥାଇ ମଧ୍ୟ ତାର ପ୍ରତିଟି କଥା ଜାଣି ପାରୁଥିଲି। ସେ ଦିନଟିଏ କଥା ନହେଲେ ଜ୍ବର ହୋଇ ଯାଉଥିଲା ଏଇଭଳି ପ୍ରେମ କରୁଥିବାରୁ ମତେ ବହୁତ ଡର ଲାଗୁଥିଲା। ତାକୁ ଏକୁଟିଆ ରହିବା ସମ୍ଭବ ନୁହେଁ ବୋଲି ତାକୁ ପ୍ରତି ମୁହୂର୍ତ୍ତରେ କଲ କରି କଥା ହୁଏ। ସେ ବହୁତ ଅବୁଝା ତା ସହ ମୋର ଅଧିକା ଝଗଡା ମଧ୍ୟ ହେଇ ଯାଏ। ଅବୁଝା ପ୍ରେମିକା ପରି ସବୁ ଦିନ ମୋ ଉପରେ ରାଗେ ଆଉ ସବୁଦିନ ତାକୁ ମୁଁ ବୁଝାଏ ।

ବହୁତ ସୁନ୍ଦର ମୋ ଖୁସୀ ତା ବିଷୟରେ କିଏ କଣ କହିଲେ ମୋ ଦେହରେ ଯାଏନି। ସେ ତାର ସଂପର୍କୀୟ ଘରକୁ ଆସିଲେ ମୋର ତା ସହ ଦେଖା କରିବାକୁ ଯାଏ। ତା ନୀରିହ ଚେହେରା ନୀରବ ଚାହଁଣି ରେ ମୁଁ ତା'ର ହେଇଯାଏ ଆଉ ତାକୁ କିଛି କହି ପାରେ ନାହିଁ।ସେ ମୋତେ ଜାବୁଡ଼ି ଧରି ତା'ର ଛୋଟ ବୟସ ଆଉ ଅଝଟ କରିଥାଏ। ଦୁହେଁ ଦୁହିଁଙ୍କୁ ଜାବୁଡ଼ି ଧରି ନିଜ ଦୂରତା ଅତିକ୍ରମ କରିବାକୁ ଚେଷ୍ଟା ଚଳାଇଥାଉ କିନ୍ତୁ ନିଜର ଦୂରତା ଦୁଃଖରେ କାନ୍ଦି କାନ୍ଦି ପ୍ରେମର ନିବିଡ଼ ତା ରେ ବାନ୍ଧି ହୋଇଯାଉ।

ଯେକୈଣସି କଥାରେ ଅଝଟ କରିବା ମୋତେ ବହୁତ ଭଲ ଲାଗେ ଜ୍ବର ବାହାନାରେ ଦେଖା କରିବାକୁ ଆସେ ସେ ମୋର ଅବୁଝା ପ୍ରେମିକା ତାକୁ ବୁଝେଇବା ମୋ ହାତରେ ନଥାଏ ।ଏମିତି ଆମ ପ୍ରେମ ସମ୍ପର୍କ ଗଢ଼ିବାକୁ ଲାଗିଲା।

ଲେଖକ
ଧର୍ମରାଜ ପରିଡା

https://youtu.be/u79YS_HS6pE
22/10/2020

https://youtu.be/u79YS_HS6pE

Collector office job vacancy Govt of Odisha Odia Space, OdiaSpace, Odisha Collector Office recruitment 2020, Odisha District Level Jobs, odisha job update, srs ...

https://youtu.be/pIy3f_aFQTM
24/01/2020

https://youtu.be/pIy3f_aFQTM

Welcome Exam Bell YouTube chanel Like And Share CTET July Notification 2020 – Apply Online for Central Teacher Eligibility Test Application Fee For Gen/ OBC ...

Address

AT/GIRANG PO-KULAD PS NALCO
Nalconagar
759145

Telephone

9658066501

Website

Alerts

Be the first to know and let us send you an email when 24Gkworld posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to 24Gkworld:

Share