ALL INDIA Bharatnet Employee

ALL INDIA Bharatnet Employee the advancement of the collective vision, mission, and objectives of the Bharat Net Organisation.

We are coming very shortly
06/08/2026

We are coming very shortly

ଈଶ୍ୱର ଙ୍କ ଠୁଁ ଉର୍ଦ୍ଧ ରେ "ମା" 🙏🥹😭😭ଏହି ଭୟଙ୍କର ଦୃଶ୍ୟ ମଧ୍ୟରେ ଜଣେ ମାଆର ପ୍ରେମ ଅମର ହୋଇଗଲା । ସେହି ମା,ଯିଏ ନିଜର ଶେଷ ନିଶ୍ୱାସ ପର୍ଯ୍ୟ...
02/05/2026

ଈଶ୍ୱର ଙ୍କ ଠୁଁ ଉର୍ଦ୍ଧ ରେ "ମା" 🙏🥹😭😭

ଏହି ଭୟଙ୍କର ଦୃଶ୍ୟ ମଧ୍ୟରେ ଜଣେ ମାଆର ପ୍ରେମ ଅମର ହୋଇଗଲା । ସେହି ମା,ଯିଏ ନିଜର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ନିଜ ସନ୍ତାନକୁ ଛାତିରେ ଜାବୁଡି ରଖିଥିଲେ । ଯିଏ ନିଜ ଜୀବନକୁ ଖାତିର ନକରି କେବଳ ଗୋଟିଏ ଚେଷ୍ଟା କରିଥିଲେ ନିଜ ପିଲାକୁ ସୁରକ୍ଷିତ ରଖିବା ପାଇଁ। ଏହି ଦୁର୍ଘଟଣା ଆମକୁ କନ୍ଦାଇ ଦେଇଛି, କିନ୍ତୁ ସାଙ୍ଗରେ ମମତାର ଏପରି ଏକ ନିଦର୍ଶନ ଦେଖାଇ ଦେଇଛି, ଯାହାକୁ ଶବ୍ଦରେ ବର୍ଣ୍ଣନା କରିବା କଷ୍ଟକର ।
ଓଁ ଶାନ୍ତି 🙏😭

Address

BARMUNDA BBSR
Bhubaneswar
751022

Alerts

Be the first to know and let us send you an email when ALL INDIA Bharatnet Employee posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share