Snehasish Mohanty

Snehasish Mohanty Entrepreneur, S/W Developer, SEO Expert, Cricketer, Strategist, Ex-banker & Former IT In-Charge of BJP Odisha. Views are Personal. Wish me on 23rd January.
(2)

ଏ ଦୃଶ୍ୟ ହୁଏତ କିଛି ଲୋକଙ୍କ ନିଦ ହଜାଇ ଦେଇଥିବ !
17/08/2026

ଏ ଦୃଶ୍ୟ ହୁଏତ କିଛି ଲୋକଙ୍କ ନିଦ ହଜାଇ ଦେଇଥିବ !

Jai Hind 🇮🇳
15/08/2026

Jai Hind 🇮🇳

Happy Independence Day 🇮🇳
15/08/2026

Happy Independence Day 🇮🇳

୮୦ତମ ସ୍ୱାଧୀନତା ଦିବସ ଉପଲକ୍ଷେ ରଙ୍ଗୀନ ଆଲୋକରେ ସୁସଜ୍ଜିତ ରାଜଧାନୀ ଭୁବନେଶ୍ଵରର ବିଭିନ୍ନ ସରକାରୀ କାର୍ଯ୍ୟାଳୟ l
14/08/2026

୮୦ତମ ସ୍ୱାଧୀନତା ଦିବସ ଉପଲକ୍ଷେ ରଙ୍ଗୀନ ଆଲୋକରେ ସୁସଜ୍ଜିତ ରାଜଧାନୀ ଭୁବନେଶ୍ଵରର ବିଭିନ୍ନ ସରକାରୀ କାର୍ଯ୍ୟାଳୟ l

28/07/2026

ନୀଳାଦ୍ରିନାଥଂ ଜଗତାମଧିଶଂ
ଚିଦଂଶରୂପମ୍ ଶରଣୈକନାଥମ୍ l
ଶ୍ରୀନୀଳଗୋତ୍ରାଧିପତିଂ ବରଣ୍ୟମ୍
ସୁରେନ୍ଦ୍ରବନ୍ଦ୍ୟ ପ୍ରଣତୋଽସ୍ମି ନିତ୍ୟମ୍ ll

ଜୟ ଜଗନ୍ନାଥ 🙏

ଶ୍ରୀମସ୍ତକରେ ଟାହିଆ ସୁଶୋଭିତ, ଶଙ୍ଖ, ଘଣ୍ଟ, କାହାଳୀ, ମୃଦଙ୍ଗ, ହରିବୋଲ ଓ ହୁଳହୁଳିର ତାଳେ ତାଳେ ବିଶ୍ଵନିୟନ୍ତା କୋଟି ଓଡିଆଙ୍କ ମଉଡ଼ମଣି ଜଗତ...
28/07/2026

ଶ୍ରୀମସ୍ତକରେ ଟାହିଆ ସୁଶୋଭିତ, ଶଙ୍ଖ, ଘଣ୍ଟ, କାହାଳୀ, ମୃଦଙ୍ଗ, ହରିବୋଲ ଓ ହୁଳହୁଳିର ତାଳେ ତାଳେ ବିଶ୍ଵନିୟନ୍ତା କୋଟି ଓଡିଆଙ୍କ ମଉଡ଼ମଣି ଜଗତର ନାଥ ମହାପ୍ରଭୁ ଲୀଳାମୟ ଶ୍ରୀଜଗନ୍ନାଥ ଅତ୍ୟନ୍ତ ଭାବବିହ୍ୱଳ ପରିବେଶ ମଧ୍ୟରେ ଝୁଲି ଝୁଲି ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ କରୁଥିବାର ଦିବ୍ୟ ଅପୂର୍ବ ଦୁର୍ଲ୍ଲଭ ମନମୋହକ ଦୃଶ୍ୟ l

ଜୟ ଜଗନ୍ନାଥ 🙏

ଶ୍ରୀମନ୍ଦିର ଭେଟ ମଣ୍ଡପରେ ଅଭିମାନିନୀ ମା' ମହାଲକ୍ଷ୍ମୀ ବିଜେ ହୋଇ ନନ୍ଦିଘୋଷ ରଥାରୁଢ଼ ମହାପ୍ରଭୁଙ୍କୁ ଚାହୁଁଛନ୍ତି l ଉପରେ ମା'ଙ୍କର ଅଭିମାନ ...
28/07/2026

ଶ୍ରୀମନ୍ଦିର ଭେଟ ମଣ୍ଡପରେ ଅଭିମାନିନୀ ମା' ମହାଲକ୍ଷ୍ମୀ ବିଜେ ହୋଇ ନନ୍ଦିଘୋଷ ରଥାରୁଢ଼ ମହାପ୍ରଭୁଙ୍କୁ ଚାହୁଁଛନ୍ତି l

ଉପରେ ମା'ଙ୍କର ଅଭିମାନ ଥିଲେ ବି ମନ ଭିତରେ କାଳିଆ ସାଆନ୍ତଙ୍କ ପ୍ରତି ଅକୁଣ୍ଠ ଭଲପାଇବା...!

ମହାପ୍ରଭୁ ବି ଭକ୍ତଙ୍କ ଗହଣରୁ ଶ୍ରୀମୁଖ ଟେକି ମା' ମହାଲକ୍ଷ୍ମୀଙ୍କୁ ଏକ ଲୟରେ ଚାହିଁଛନ୍ତି !

ଆହାଃ...କି ଅପୂର୍ବ ମନଲୋଭା ଦୃଶ୍ୟ!

ଜୟ ଜଗନ୍ନାଥ 🙏

27/07/2026

ଜଗତଜନନୀ ଆଦ୍ୟାଶକ୍ତି ମା' ସୁଭଦ୍ରା ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ କରିଛନ୍ତି l

ଜୟ ଜଗନ୍ନାଥ 🙏

ଭକ୍ତିମୟ ପରିବେଶ ମଧ୍ୟରେ ଜଗତଜନନୀ ଯୋଗମାୟା ଆଦ୍ୟାଶକ୍ତି ମା' ସୁଭଦ୍ରା ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ କରୁଥିବାର ଅପୂର୍ବ ଦୃଶ୍ୟ lଜୟ ଜ...
27/07/2026

ଭକ୍ତିମୟ ପରିବେଶ ମଧ୍ୟରେ ଜଗତଜନନୀ ଯୋଗମାୟା ଆଦ୍ୟାଶକ୍ତି ମା' ସୁଭଦ୍ରା ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ କରୁଥିବାର ଅପୂର୍ବ ଦୃଶ୍ୟ l

ଜୟ ଜଗନ୍ନାଥ 🙏

27/07/2026

ବଡ଼ଠାକୁର ପ୍ରଭୁ ଶ୍ରୀବଳଭଦ୍ର ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ କରିଛନ୍ତି l

ଜୟ ଜଗନ୍ନାଥ 🙏

Address

Bhubaneswar
751003

Website

Alerts

Be the first to know and let us send you an email when Snehasish Mohanty posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Snehasish Mohanty:

Shortcuts

Share