Ebiz Solutions

Ebiz Solutions eBiz Solutions, established in 1997 as ORITEC, India. Then reformed like this with advanced services.

01/01/2024
01/12/2023

ନିଜଘରେ ଉତ୍ପାଦନ ଭିତ୍ତିକ ବ୍ୟବସାୟ କରି 2000 ରୋଜଗାର କରିବା ଜାଣିବାକୁ ମାଗଣାରେ ପରାମର୍ଶ କରନ୍ତୁ:
8480870500

ଶ୍ରୀମନ୍ଦିରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ପୂଜା ପାଉଥିଲେ ବି ଏହି ମନ୍ଦିର ମା ଲକ୍ଷ୍ମୀଙ୍କ ନାମରେ  ସମସ୍ତେ ଜାଣନ୍ତି l ମା ଲକ୍ଷ୍ମୀଙ୍କ ଅନ୍...
07/04/2023

ଶ୍ରୀମନ୍ଦିରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ପୂଜା ପାଉଥିଲେ ବି ଏହି ମନ୍ଦିର ମା ଲକ୍ଷ୍ମୀଙ୍କ ନାମରେ ସମସ୍ତେ ଜାଣନ୍ତି l ମା ଲକ୍ଷ୍ମୀଙ୍କ ଅନ୍ୟନାମ ଶ୍ରୀ l ତାଙ୍କ ମନ୍ଦିରର ନିତ୍ୟ ନୈମିତିକ କାର୍ଯ୍ୟରେ ମା ଲକ୍ଷ୍ମୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ l ସେ ସ୍ୱୟଂ ଜଗନ୍ନାଥଙ୍କ ସହଧର୍ମିଣୀ l ସେ ସାଗର କନ୍ୟା l ଧନଦାତ୍ରୀ l ଦୀନ ଦରିଦ୍ରଙ୍କୁ କୁବେର ସମ ଧନଶାଳୀ କରିବାରେ ତାଙ୍କ ଆଶୀର୍ବାଦ ନିଶ୍ଚିତ ରହିଛି l ଜଗନ୍ନାଥ ଭାଇ ଭଉଣୀଙ୍କୁ ନେଇ ରଥଯାତ୍ରାରେ ଯାଆନ୍ତି ଏଵଂ ତାଙ୍କ ଆକ୍ରୋଶର ଶୀକାର ହୁଅନ୍ତି l ମାତାଙ୍କ ମାନ ଭଂଜନ କରିବାକୁ ପଡେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ l

ଶ୍ରୀ ବଳରାମ ଦାସଙ୍କ ଲକ୍ଷ୍ମୀପୁରାଣ ମା ଅନ୍ନପୂର୍ଣ୍ଣାଙ୍କ ଶ୍ରେଷ୍ଠତା ପ୍ରତିପାଦିତ କରେ l ଲକ୍ଷ୍ମୀ, ପତି ସ୍ୱୟଂ ଜଗନ୍ନାଥଙ୍କ ଗର୍ବ ଗଞ୍ଜନ କରିଥିଲେ l ସାଧାରଣଙ୍କ ଭଳି ମର୍ତ୍ତ୍ୟରେ ଲକ୍ଷ୍ମୀ ନାରାୟଣ ସାଧାରଣ ଦାମ୍ପତ୍ୟ ଜୀବନ ଯାପନ କରନ୍ତି l ସେ ତାଙ୍କ ପତିଙ୍କ ପ୍ରାଣବାନ୍ଧବୀ l ଦୁହିଁଙ୍କ ସମ୍ପର୍କ ଅତ୍ୟନ୍ତ ନିବିଡ଼ l ଆସନ୍ତୁ ଜଗନ୍ନାଥଙ୍କ ସହିତ ମାଆ ଲକ୍ଷ୍ମୀଙ୍କୁବି ଆରାଧନା କରି ସେମାନଙ୍କ ଠାରୁ କୃପାଲାଭ କରିବାl

ନମୋ ଲକ୍ଷ୍ମୀନାରାୟଣ ....

ସକ୍ଷମ ଓଡିଶା,
ଭୁବନେଶ୍ୱର

01/12/2021

Urgent requirement for Sales Executives for Cuttack/Bhubaneswar location.

14/11/2021

Survey Executive job

Address

Jagamara
Bhubaneswar
751030

Alerts

Be the first to know and let us send you an email when Ebiz Solutions posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Ebiz Solutions:

Share