Suryanandan

Suryanandan Official Page of Prashant Sahu , CEO Suryanandan.Net , Cyber Expert , TV Panelist .
(1)

ଭୁବନେଶ୍ୱର ବିଧାନ ସଭା ନିର୍ବାଚନ - ୧୯୮୫ ବେଳର ଫୋଟୋ . ଏହି ନିର୍ବାଚନରେ ଜନତା ଦଳରୁ ବିଜୁ ବାବୁ , କଂଗ୍ରେସର ଶ୍ରୀ ସତ୍ୟପ୍ରିୟ ମହାନ୍ତିଙ୍କୁ...
21/08/2026

ଭୁବନେଶ୍ୱର ବିଧାନ ସଭା ନିର୍ବାଚନ - ୧୯୮୫ ବେଳର ଫୋଟୋ . ଏହି ନିର୍ବାଚନରେ ଜନତା ଦଳରୁ ବିଜୁ ବାବୁ , କଂଗ୍ରେସର ଶ୍ରୀ ସତ୍ୟପ୍ରିୟ ମହାନ୍ତିଙ୍କୁ ହରାଇ ,ନିର୍ବାଚନ ଜିତିଥିଲେ . ସେ ସମୟର ପୁରୁଣା ଭୁବନେଶ୍ୱର କେମିତି ଦେଖା ଯାଉଥିଲା , ଦେଖନ୍ତୁ

୫୫ ବର୍ଷ ପୂର୍ବେ ଆମ ରାଜଧାନୀ . ନିନ୍ଦୁକ ମାନେ କହିବେ ଫେକ ଓ ଏଇ ରେ ନିର୍ମିତ .
16/08/2026

୫୫ ବର୍ଷ ପୂର୍ବେ ଆମ ରାଜଧାନୀ . ନିନ୍ଦୁକ ମାନେ କହିବେ ଫେକ ଓ ଏଇ ରେ ନିର୍ମିତ .

25 saal pehle
16/08/2026

25 saal pehle

Pehchan Kaun ? 25 yrs back
16/08/2026

Pehchan Kaun ? 25 yrs back

୬୦ ବର୍ଷ ପୂର୍ବେ , ରଥଯାତ୍ରା ଦେଖିବାକୁ ଆସୁଥିବା ସବୁ ଭକ୍ତଙ୍କୁ ହଇଜା ପ୍ରତିରୋଧକ ଟୀକା ଦିଆଯାଉଥିଲା . Oral Cholera Vaccine Centre in ...
13/08/2026

୬୦ ବର୍ଷ ପୂର୍ବେ , ରଥଯାତ୍ରା ଦେଖିବାକୁ ଆସୁଥିବା ସବୁ ଭକ୍ତଙ୍କୁ ହଇଜା ପ୍ରତିରୋଧକ ଟୀକା ଦିଆଯାଉଥିଲା . Oral Cholera Vaccine Centre in Puri -1966

ଷାଠିଏ ଦଶକର ବ୍ରତଘର : ବାଲ୍ୟ ବ୍ରହ୍ମଚାରୀ ଓ ପରିବାର ଆସିଛନ୍ତି ମହାପ୍ରଭୁଙ୍କ ଦର୍ଶନ ପାଇଁ .
12/08/2026

ଷାଠିଏ ଦଶକର ବ୍ରତଘର : ବାଲ୍ୟ ବ୍ରହ୍ମଚାରୀ ଓ ପରିବାର ଆସିଛନ୍ତି ମହାପ୍ରଭୁଙ୍କ ଦର୍ଶନ ପାଇଁ .

ଖୁଚୁରା ପଇସା ବେପାର କଣ ଏବେ ବି ଚାଲିଛି  ? Puri - 20 Yrs Back
12/08/2026

ଖୁଚୁରା ପଇସା ବେପାର କଣ ଏବେ ବି ଚାଲିଛି ? Puri - 20 Yrs Back

ଆଧୁନିକ ଚିକିତ୍ସାକୁ ଧନ୍ୟବାଦ , ଫାଇଲେରିଆରୁ ସମ୍ପୂର୍ଣ ମୁକ୍ତି ମିଳି ଯାଇଛି .Puri - 1966
11/08/2026

ଆଧୁନିକ ଚିକିତ୍ସାକୁ ଧନ୍ୟବାଦ , ଫାଇଲେରିଆରୁ ସମ୍ପୂର୍ଣ ମୁକ୍ତି ମିଳି ଯାଇଛି .
Puri - 1966

Maa 🌺🌺🌺
10/08/2026

Maa 🌺🌺🌺

Address

Bhubaneswar

Alerts

Be the first to know and let us send you an email when Suryanandan posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Suryanandan:

Shortcuts

Share