07/11/2018
ପବିତ୍ର ଆଲୋକ ଓ ଉଲ୍ଲାସର ପର୍ବ ଦୀପାବଳି ରେ ଆପଣଙ୍କୁ ଓ ଆପଣଙ୍କ ପରିବାର କୁ ହାଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା। ଆଲୋକ ର ପର୍ବକୁ ଦୀପ ଲଗାଇ ପାଳନ କରନ୍ତୁ। ବାୟୁ ଓ ଶଦ୍ଦ ପ୍ରଦୂଷଣ କରୁଥିବା ବାଣ ଠାରୁ ଦୂରେଇ ରୁହନ୍ତୁ।ବାୟୁ ଓ ଶଦ୍ଦ ପ୍ରଦୂଷଣ ରୋକିବାରେ ସହଯୋଗ କରନ୍ତୁ। ଆପଣଙ୍କ ସହଯୋଗ ଆମର ଏକାନ୍ତ କାମ୍ୟ।