11/07/2026
କ'ଣ ଆପଣ ଜାଣିଛନ୍ତି? ଦୁଧିଆଳି ଗାଈ ପାଇଁ ଦିନକୁ ୧୦ରୁ ୧୫ କେଜି ସବୁଜ ଘାସ ଆବଶ୍ୟକ। ଏହା ଦ୍ଵାରା ଗାଈର ସ୍ଵାସ୍ଥ୍ୟରେ ଉନ୍ନତି ଆସେ ଓ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଥାଏ। ତେବେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅଧିନରେ ବାରମାସୀ ଘାସ ଚାଷ ପାଇଁ ସହାୟତା ଯୋଗାଇ ଦିଆଯାଉଛି। ଗୋଖାଦ୍ୟ ଖର୍ଚ୍ଚ ବଞ୍ଚିବା ସହ ଗୋପାଳକଙ୍କ ଜୀବିକା ଆହୁରି ସମୃଦ୍ଧ ହେଉଛି।